Daily upload videos time 6:00 pm
WELCOME TO DRanjan Creation
ନମସ୍କାର, ......
.......ମୋର୍ ନା ଦୂର୍ବାରଞ୍ଜନ ୟାଦବ......
ମୋର୍ ଇ ଚେନାଲ ମାଧ୍ୟମ ରେ ଆମର କଳା ଓ ସଂସ୍କୃତିର ପ୍ରଚାର ପାଇଁ ଗୋଟେ ପ୍ରୟାସ
ଇ ଚେନାଲ ରେ ଆପଣ ମାନେ ଦେଖି ପାର୍ବେ ନାଟ,କୀର୍ତ୍ତନ, ଆଉ ସବୁ ପ୍ରକାର ଷ୍ଟେଜ ପ୍ରୋଗ୍ରାମ।
ତୋ ଆପଣ ମାନେ ଯଦି ଏନ୍ତା ଭିଡିଓ ଦେଖବା କେ ଚାହୁଁଛନ ବେଳେ
Chennal କେ subscribe କରନ୍
ଧନ୍ୟବାଦ୍ 🙏🙏🙏