ପ୍ରଥମେ ହୃଦୟରୁ ଜୟଗୁରୁ ଓ ଆପଣଙ୍କ ଭଲପାଇବା ଆଗରେ ଆମେ ସଦା ଚିର ରୁଣି ଆଉ ଆପଣଙ୍କ ଆଶ୍ରିବାଦ କାମନାର୍ଥେ ରହିଛୁ ଆଉ ରହିବୁ ସେଥିପାଇଁ ଆମର ସମସ୍ତ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ, Jayguru 🙏.....
ଭାଇ ଓ ମା' ମାନେ ସକାଳ ସମୟରେ ପ୍ରତିଦିନ ଆମର ନୂଆ ଭିଡିଓ ପାଇବେ, ସମ୍ପୂର୍ଣ୍ଣ ଦେଖିବେ ଶୁଣିବେ ଓ ବୁଝିଲେ, ପାରିବେ ତ ହୃଦୟରେ ଟିକିଏ ଜାଗା ଦେବାକୁ ଚେଷ୍ଟା କରିବେ।।
ଆଦର୍ଶ ସଦଗୁରୁ ଙ୍କୁ ଧରି ଆମ ସମସ୍ତିଙ୍କର ପ୍ରତିଟି ଜୀବନ ସୁଖମୟ, ଇଷ୍ଟମୟ, ସୁସ୍ଥ ସ୍ବସ୍ତି ମୟ ହୋଇ ଉଠୁ ଏତିକି ରାତୁଳ ଚରଣେ ବିନମ୍ର ପ୍ରାର୍ଥନା ଜଣାଏ,
Please support us and love our videos subscribe our channel youtube.com/@JayguruPrathana
Jayguru 🙏
Thanku very much