MENU

Fun & Interesting

Technician Pinkun

Technician Pinkun

ନମସ୍କାର ....
YouTube, Technician pinkun ଚାନେଲେ କୁ ଆସିଥିବାରୁ ଧନ୍ୟବାଦ୍ ମୋ ଚାନେଲେ ରେ ସମସ୍ତ ପ୍ରକାରର ଇଲେଟ୍ରିକାଲ୍ ( MCQ ✅ question ) ମିଳିଥାଏ ଏବଂ ଇଲେଟ୍ରିକାଲ୍
ସମସ୍ତ ପ୍ରକାର ଆବଶ୍ୟକ ହେଉଥିବା ଜିନିଷର ନାମ ଓ ତାହାର ବ୍ୟବହାର ଜଣାଇ ଦିଆଯାଇ ଥାଏ । ଏଠାରେ ସମସ୍ତ ପ୍ରକାର ତଥ୍ଯ ଓଡ଼ିଆ ଭାଷାରେ ଆଲୋଚନା କରାଯାଇଥାଏ ।




_ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _
_ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _ _
ମୋ ଚାନେଲ କୁ ସପୋର୍ଟ କରନ୍ତୁ ଏବଂ
like 👍
share📨
Comment 📩
subscribe 🔔 କରନ୍ତୁ |