ଏହି ଚ୍ୟାନେଲ ରେ ପ୍ରଦତ୍ତ ଭିଡିଓ ଗୁଡ଼ିକ ପାରମ୍ପରିକ ଓଡ଼ିଶୀ ସଙ୍କୀର୍ତ୍ତନ ଓ କୈବର୍ତ୍ତ ସମାଜର ଇଷ୍ଟ ଦେବୀ ମା ବାସେଳୀଙ୍କ ନାମ କୁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଉପସ୍ଥାପିତ କରାଯାଇଅଛି।ପ୍ରଭୁ ଶ୍ରୀ ଶ୍ରୀ ଗୋପୀନାଥ ଦେବ ଏବଂ ମାଆ ସିଦ୍ଧ ବାସେଳୀଙ୍କ ଉପରେ ଥିବା ଆସ୍ଥା ବିଶ୍ୱାସ ଏବଂ ପରମ୍ପରା ସହ ଜଡ଼ିତ।🙏ଏହା କୌଣସି ଅନ୍ଧ ବିଶ୍ୱାସ କୁ ପ୍ରଶୟ ଦିଏ ନାହିଁ କି କାହାର ଆଧ୍ୟାତ୍ମିକ ଭାବନାକୁ କ୍ଷୁର୍ଣ୍ଣ କରିବା ନିମନ୍ତେ କରାଯାଇ ନାହିଁ🙇🙏