ଓଡିଶାର ପୁରାତନ ଲୋକକଳା କାଠି କଣ୍ଢେଇ ନାଚ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ପ୍ରାମାଣିକ ଭିଡ଼ିଓ, ନୃତ୍ୟ, ଚିତ୍ର ଦେଖି ପାରିବେ lଯାହାକି ଲୁପ୍ତପ୍ରାୟ କାଳର ପୁନର୍ବିନ୍ୟାସ ଏବଂ ସୁରକ୍ଷିତ କରିବା ଦିଗରେ ସହାୟ ହୋଇ ପାରିବ l ଗୁରୁ ସର୍ବଶ୍ରୀ ସ୍ୱର୍ଗତ ରାଇବୁ ଓରାମଙ୍କ ପ୍ରତ୍ୟକ୍ଷ ଚେଷ୍ଟା ଓ ତାଙ୍କର ସୁପୁତ୍ର ଗୁରୁ ହରିଶ୍ଚନ୍ଦ୍ର ଓରାମଙ୍କ ବଳିଷ୍ଠ ଉଦ୍ୟମରେ ଆଜି ନିଜର ଅସ୍ତିତ୍ବକୁ ଉଜିବିତ କରି ରଖି ପାରିଛି l କେନ୍ଦୁଝର ଜିଲ୍ଲାର ଜଡ଼ିପଦl ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି l ତାଙ୍କ ଅନୁଷ୍ଠାନର ନାମ "ବିଶ୍ୱ ଦେବଶିଳ୍ପୀ କଣ୍ଢେଇ ନାଚ, ଜଡ଼ିପଦl, କେନ୍ଦୁଝର, ଓଡିଶା ନାମରେ ନାମିତ ଅଟେ lଯୋଗାଯୋଗ 8658235703