MENU

Fun & Interesting

sambalpuri media

sambalpuri media

ନମସ୍କାର ଦର୍ଶକ ଗଣ 🙏 ଆମ YouTube channel ରେ ଆପଣକୁ ହାର୍ଦ୍ଧିକ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି 🙏
ଏଠାରେ ଆମେ ଆପଣକୁ ବିଭିନ୍ନ ପ୍ରକାର ମନୋରଞ୍ଜନ video ମାନେ ପହଞ୍ଚାଇବା ପାଈଁ ସବୁବେଳେ ଉଦ୍ୟତ, ଯାହା ସମୟ ବାହାର କରି ଆମେ ଆପଣଙ୍କୁ କୀର୍ତ୍ତନ, କୃଷ୍ଣ ଗୁରୁ ଭଜନ ଦଣ୍ଡ ନୃତ୍ୟ, କରମଶାନୀ ପୂଜା, ମନ୍ଦିର ପ୍ରତିଷ୍ଠା ତଥା ସ୍କୁଲ ମାନଙ୍କର ବାର୍ଷିକ ଉତ୍ସବ (ପିଲା ମାନଙ୍କର ନାଚ, ଗୀତ ) ପ୍ରୋଗାମ ପାଈଁ ଆମେ ଚେଷ୍ଟିତ ଆଉ ସମାଜର ଯାହା ଭି news ଯାତ୍ରା ପର୍ବ ଅସୁଛେ ଆମେ ଏଠାରେ ଦେବାପାଇଁ ଚେଷ୍ଟିତ.

ଆପଣ ଙ୍କୁ ଅନୁରୋଧ ଯେ ଆପଣ ସ୍ଵ ଇଛାରେ like comment share କରିବାକୁ ଭୁଲିବେ ନାହିଁ, please ଭଲ ଲାଗିଲେ subscribe ଟିକେ କରିଦେବେ 🙏🙏🙏
ଆମର
Channel - Sambalpuri Media

Himansu singh Hirakud