MENU

Fun & Interesting

ODIA CRICKET KHABAR

ODIA CRICKET KHABAR

ନମସ୍କାର ଦର୍ଶକ ବନ୍ଧୁ,
ODIA CRICKET KHABAR କୁ ଆପଣଙ୍କୁ ସ୍ବାଗତ। ପ୍ରତ୍ୟେକ ଦିନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ସବୁ ଗୁରୁତ୍ବପୂର୍ଣ୍ଣ କ୍ରିକେଟ ଖବର ଆପଣଙ୍କ ପାଖରେ ପହଁଚାଇବା ମୋ'ର କର୍ତ୍ତବ୍ୟ। ଯାହାଦ୍ବାରା ଆପଣ ଟିମ୍ ଇଣ୍ଡିଆ ସହିତ ଅନ୍ୟ ବଡ଼ ବଡ଼ ଦଳର LIVE UPDATES ବିଷୟରେ ସର୍ବପ୍ରଥମେ ଜାଣି ପାରିବେ। ତେଣୁ ଆପଣଙ୍କୁ ଅନୁରୋଧ ଏହି ଚ୍ୟାନେଲ କୁ SUBSCRIBE କରି ମୋ ସହିତ ଯୋଡ଼ି ହୁଅନ୍ତୁ ।

( ଆପଣଙ୍କ ଭଲପାଇବା ପାଇଁ ଅଶେଷ ଧନ୍ୟବାଦ୍..❤️🙏 )





ଆପଣ ଏହି ଚ୍ୟାନେଲ ରୁ କ'ଣ ପାଇବେ..?

:: National Cricket News
:: International Cricket News
:: Ipl News
:: Champions Trophy News
:: World Cup Updates
:: T20 Cricket News

ଏମିତି ଆହୁରି ଅନେକ ବିଶେଷ ଖବର।