ନମସ୍କାର 🙏
ମୁଁ ଅମ୍ରିତା
ଆପଣ ସମସ୍ତଙ୍କୁ ମୋ ଚାନେଲ୍ ରେ ବହୁତ୍ ବହୁତ୍ ସ୍ବାଗତ !!
ମୋତେ ରୋଷେଇ କରିବା ବହୁତ୍ ପସନ୍ଦ, ମୋର ଏଇ ଚାନେଲ୍ ରେ ଆପଣ ମାନେ ବିଭିନ୍ନ ପ୍ରକାର ର ଖାଇବା ଯେମିତି ଓଡ଼ିଆ , ଇଣ୍ଡିଆନ୍ , ଚାଇନିଜ୍ ଦେଖି ପାରିବେ ଆଉ ଶିଖି ମଧ୍ୟ ପାରିବେ।ରୋଷେଇ ପ୍ରଣାଳୀ କୁ କେମିତି ସହଜ ଏବଂ କମ୍ ସାମଗ୍ରୀ ରେ କରି ହେବ ସେ ସବୁ ବି ଏଇ ଚାନେଲ୍ ରେ ଜାଣି ପାରିବେ, ଆଉ ତା ସହ ରୋଷେଇ ପାଇଁ କିଛି ଖାସ୍ ଟିପ୍ସ ବି ଜାଣି ପାରିବେ।
ମୁଁ ପ୍ରତ୍ୟେକ ସପ୍ତାହ ରେ ଦୁଇଟି ଲେଖାଏଁ ଭିଡିଓ ଅପଲୋଡ କରେ। ଚାନେଲ୍ କୁ ସବ୍ସକ୍ରାଇବ୍ କରିକି ପାଖରେ ଥିବା 🔔 ବେଲ୍ ଆଇକନ୍ କୁ କ୍ଲିକ୍ କରନ୍ତୁ ମୋ ଭିଡିଓ ସର୍ବ ପ୍ରଥମେ ଦେଖିବା ପାଇଁ।
ଧନ୍ୟବାଦ୍ 🥰
ଲାଇକ୍ 👍 ସେୟାର💌 ସବ୍ସକ୍ରାଇବ୍ 👆 କମେଣ୍ଟ ✍️
Hello 👋
I am Amritaa
Welcome to my channel !!
I really like to cook, in my channel you can find and learn odia, indian, chinese recepies very easily. In my channel you can also get to know how to cook easily with less or limited ingredients along with some cooking tips.
I upload two videos per week. Subscribe to my channel and press the 🔔 bell icon for latest updates.
Thank you 🥰
Like👍 Share💌 Subscribe 👆 Comment✍️