WELL- COME TO MY YOUTUBE FAMILY STORY BOY NABIN
କାହାଣୀ ବା ଗପ ମାଧ୍ୟମରେ ଶିକ୍ଷଣ ଦେବା ଆମର ଉଦ୍ଦେଶ୍ୟ ll ଆମର ଲକ୍ଷ୍ୟ ଆପଣ କିପରି ଭାବରେ ସଦବୁଦ୍ଧି ହାସଲ କରି ନିଜକୁ ସଫଳତା ଦିଗରେ ଆଗକୁ ଗତି କରନ୍ତୁ ll ସଫଳତାର ମନ୍ତ୍ର ପାଇବା ପାଇଁ ଆପଣମାନଙ୍କୁ କେଉଁ କେଉଁ କାଯ୍ୟ କରିବା ଉଚିତ୍ ତାହା ଆମେ ଏହି କାହାଣୀ ମାଧ୍ୟମରେ ଆଲୋଚନା କରିବା ll ଆପଣଙ୍କ ଭବିଶ୍ୱତକୁ ସୁନ୍ଦର ଓ ଶୋ ଶିଳା କରି ଗଢ଼ିବା ପାଇଁ ଆମ କାହାଣୀଟି ଦେଖି ବୁଝିବାକୁ ଚେଷ୍ଟା କରନ୍ତୁ ll ଏହି କାହାଣୀ ମାଧ୍ୟମରେ ଆପଣମାନେ ନିଜକୁ ପରିବର୍ତ୍ତନ କରି ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢିପାରିବେ ll ଯଦି ଆପଣମାନଙ୍କୁ ଆମ କାହାଣୀ ବା ଗପ ଭଲ ଲାଗେ,ତାହେଲେ ଆପଣମାନେ ଆମ ଚେନାଲ୍ ଶହ ଯୋଡ଼ି ଯାଆନ୍ତୁ ll ଏହା ସହ Like,Share and Subscribe କରନ୍ତୁ ll ଧନ୍ୟବାଦ ll ଜୟ ଜଗନ୍ନାଥ ll