MENU

Fun & Interesting

Sri Paramarthi

Sri Paramarthi

ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ |
ହରେ ରାମ ହରେ ରାମ ,ରାମ ରାମ ହରେ ହରେ ||


ଏହା ଏକ ପାରମାର୍ଥିକ ରୁପାନୁଗ ବିଚାରଧାରା ଆଧାରିତ ଚ୍ୟାନେଲ, ଏଥିରେ ଜୀବମାନଙ୍କର ପାରମାର୍ଥିକ ମଙ୍ଗଳ ସାଧନା ହେବ ନିମନ୍ତେ କଥା ପାଇପାରିବେ |
*ଗୌଡ଼ୀୟ ବିଚାର ଧାରା
*ଭାଗବତ ଧର୍ମ
*ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ କଥା |
*ରୁପାନୁଗ ଗୌଡ଼ୀୟ ପରମ୍ପରା ଆଚାର୍ଯ୍ୟ ବୃନ୍ଦଙ୍କ କଥା ଏବଂ ତଦ ଆନୁଗତ ମାନଙ୍କ ଦ୍ୱାରା କଥିତ କଥା |

ଏହି କଥା ଦ୍ୱାରା ସ୍ରୋତା ମାନେ ବୁଝିପାରିବେ:-
*ସୁଦ୍ଧଭକ୍ତି କ'ଣ?
*ଚଇତନ୍ୟ ମହାପ୍ରଭୁଙ୍କ ଦୟା
*ଭାରତୀୟ ସଂସ୍କୃତିର ମହାନତା
*ଗୌଡ଼ୀୟ ବୈଷ୍ଣବ ପରମ୍ପରାର ମହତ୍ୱ ଇତ୍ୟାଦି

ଆମ ଚ୍ୟନେଲକୁ Subscribe କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ |
ଅଧିକ ସୂଚନା ପାଇଁ ଆମ ସହିତ ଯୋଗାଯୋଗ କରନ୍ତୁ:-
ଜୟଶ୍ରୀ ଦାମୋଦର ଗୌଡ଼ୀୟ ମଠ
ଚକ୍ରତୀର୍ଥ ରୋଡ, ପୁରୀ