MENU

Fun & Interesting

ସୀତା ଲୋ ଆଜି ଜଳୁଛି ମୋ ଚିତା ଲୋ...|| Uttam Mohanty | Aparajita Mohanty || Odisha Reporter

Odisha Reporter 300,046 lượt xem 6 days ago
Video Not Working? Fix It Now

ସେଦିନ ଥିଲା ଅଭିନୟ ଆଜି କିନ୍ତୁ ସତ । ବାହୁନି ବାହୁନି ନହେଲେ ବି ଗୁମୁରି ଗୁମୁରି କାନ୍ଦୁଛି ସୀତା। ଆଉ ଶାନ୍ତ ନିଦ୍ରାରେ ଶୋଇଯାଇଛି ଦଣ୍ଡାବାଳୁଙ୍ଗା । ଫିଲ୍ମକୁ 33 ବର୍ଷ ବିତିଯାଇଛି ହେଲେ ସେଦିନର ସେ ଦୃଶ୍ୟ ପୁଣିଥରେ ତାଜା ହୋଇଛି । ଜୁଇ ଚିତାରେ ସତ ସତିକା ଜଳୁଛନ୍ତି ଉଦଣ୍ଡି ସୀତାର ବର । ସେଦିନ କେବଳ ଅଭିନୟ ପାଇଁ ଧଳା ଶାଢ଼ୀ ପିନ୍ଧିଥିବା ଅପରାଜିତାଙ୍କ ହାତରୁ ଆଜି କିନ୍ତୁ ଶଙ୍ଖା ଭାଙ୍ଗି ଯାଇଛି ଆଉ ମଥାରୁ ସିନ୍ଦୂର ପୋଛି ହୋଇଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter #OdishaReporter #VeteranActor #UttamMohanty #OllywoodActor #aparajitamohanty #Odisha #odiafilmindustry #babushanmohanty

Comment