Uttam Mohanty Death News: Kuna Tripathy Breaks Down and Mourn the Demise of Veteran Odia Actor.
#uttammohantypassedaway #kunatripathy #emotionalreaction #odiafilmindustry #uttammohanty #uttammohantynews #ollywoodupdates #odiaactor #bigloss #nandighoshatv
#ଉତ୍ତମ_ଭାଇ_ହୃଦୟରେ_ରହିବାର_ମଣିଷ
#ଦର୍ଶକଙ୍କ_ହୃଦୟରେ_ରହିଛନ୍ତି_ଉତ୍ତମ
#କାନ୍ଧରେ_ହାତ_ପକାଇ_ସାଉଁଟି_ଆଣିବାର_ମଣିଷ
#ଏତେ_ବଡ_ଛାତି_ଓଡିଆ_ଇଣ୍ଡଷ୍ଟ୍ରୀରେ_କାହାର_ନାହିଁ
ବଡ ଭାଇ ଚାଲିଗଲେ ଯେତେ ବଡ କ୍ଷତି ହୁଏ । ଆମର ସେତେ ବଡ କ୍ଷତି ହୋଇଛି । ଉତ୍ତମ ମହାନ୍ତି ଆମ ମାନଙ୍କର କଂସା କବାଟ ଥିଲେ । ଜୀଅନ୍ତା ବତୀ ଘର କହିଲେ ବି ଭୁଲ୍ ହେବନି । ଉତ୍ତମ ମହାନ୍ତିଙ୍କ ଭଳି ବତୀ ଘରକୁ ଦେଖି କୂଳରେ ରହିବାର ପ୍ରଚେଷ୍ଟା ସମସ୍ତେ କରିଛନ୍ତି । ସବୁ ସମସ୍ୟା ସହ ଉତ୍ତମ ଭାଇ ଆଗରେ ଠିଆ ହୋଇଥିଲେ । ଉତ୍ତମ ଭାଇ ପରଦାରେ ରହିବାର ମଣିଷ ନୁହେଁ , ହୃଦୟରେ ରହିବାର ମଣିଷ । ଭୁଲ୍ କଲେ ଗାଳି ଦେବାର କ୍ଷମତା ସହ ଠିକ୍ କଲେ ପିଠି ଥାପୁଡେଇଦେବାର କ୍ଷମତା ଥିଲା ତାଙ୍କର । ଯିଏ ଶୁଣୁଛି ସେ କହୁଛି ଉତ୍ତମ ମହାନ୍ତି ଚାଲିଗଲେନି ଯେ ଯେମିତି କିଏ ଘର ଲୋକ ଚାଲିଗଲା ପରି ଲାଗୁଛି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
YouTube: https://www.youtube.com/c/NandighoshaTV
Facebook: https://www.facebook.com/NandighoshaTV
Twitter: https://twitter.com/NandighoshaTV
Instagram: https://www.instagram.com/nandighoshatv/
*Nandighosha TV Is Available On Following DTH Channels*
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219