ଗୋବରରୁ ଟଙ୍କା ରୋଜଗାର କରିବାର ଭଲ ଉପାୟ | Vermi Compost Unit of D N Chowdhury's Integrated Farm, Guapur.
ଏହି ଚ୍ୟାନେଲରେ ଆମର ଉଦ୍ୟେଶ ହେଉଛି ବ୍ୟବସାୟ ବିଷୟରେ ସୂଚନା ବିସ୍ତାର କରିବା ଏବଂ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ ବାସ୍ତବତା ବିଷୟରେ ସଚେତନ କରଇବା | ଆମେ ଏହି ଚାନେଲରେ ଲୋକଙ୍କୁ ନୂତନ ବ୍ୟବସାୟ ଖୋଜିବାରେ ସାହାଯ୍ୟ କରୁ ଯାହା ସେମାନେ ସ୍ୱଳ୍ପ ଅର୍ଥ ବିନିଯୋଗରେ ଆରମ୍ଭ କରିପାରିବେ |
#udyougodisha
#silpaodisha
#ଭର୍ମୀକମ୍ପୋଷ୍ଟ
#ଜିଆଖତ
#ଖତଛଣା