In this video we talked about dairy farm. It has been discussed what role a bull plays in a cow farm. It has also been discussed how much it costs to keep a bull in the farm and what is its food like. If you want to keep a bull in your farm, then watch this video for more information about where to buy it.
ଏହି ଭିଡିଓରେ ଆମେ ଗୋପାଳନ ବାବଦରେ କଥା ହୋଇଥିଲୁ | ଗୋପାଳନରେ ଷଣ୍ଢ କେଉଁ ଭୂମିକା ଗ୍ରହଣ କରେ ତାହା ଉପରେ ଆଲୋଚନା କରାଯାଇଛି । ଫାର୍ମରେ ଷଣ୍ଢ ରଖିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହାର ଖାଦ୍ୟ କ’ଣ ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଯଦି ଆପଣ ନିଜ ଫାର୍ମରେ ଏକ ଷଣ୍ଢ ରଖିବାକୁ ଚାହୁଁଛନ୍ତି, ତେବେ ଏହାକୁ କେଉଁଠାରୁ କିଣିବେ ସେ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ଏହି ଭିଡ଼ିଓ ଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
#efarmingodisha #dairyfarm #odishafarming #youtube
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈
🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290
👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈
ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........