MENU

Fun & Interesting

ଅଜପା ଜପ କ'ଣ? what is ajapaa japa #atmagyan#yoga #ajapaa japa

ANANTA SAMBHABANA 121,062 2 years ago
Video Not Working? Fix It Now

ଅଜପା ଜପ କ'ଣ? what is ajapaa japa #atmagyan#yoga #ajapaa japa ଏକ ନାମ ବା ମନ୍ତ୍ରକୁ ବାରମ୍ଵାର ଉଚ୍ଚାରଣ କରିବା ସେହି ନାମ ବା ମନ୍ତ୍ରର ଜପ କୁହାଯାଏ । ଏହି ଜପରେ ଶରୀରର ଅଙ୍ଗ ଯଥା ମୁଖ, ଓଠ,ଦନ୍ତ ତଥା ଜିଭର ସାହାଯ୍ୟ ବିନା ଜପ ହୋଇପାରିବ ନାହିଁ : ଏହା ସହିତ ଏହି ଜପକୁ କରିବାକୁ ପଡ଼େ । ଅର୍ଥାତ ଏହି ଜପ ଆପଣାଛାଏଁ ବା ସ୍ଵତଫୁର୍ତ୍ତ ଭାବରେ ହୁଏ ନାହିଁ କିନ୍ତୁ ଏମିତି ଏକ ନାମ ଜପ ଅଛି (ଶ୍ଵାସକ୍ରିୟା ମଧ୍ୟମରେ ହେଉଥିବା ନାମ- ହଂ...ସ) ଯାହାକି ଆପଣାଛାଏଁ ହେଉଛି। ଏହାକୁ ଅଜପା କୁହାଯାଏ ତେଣୁ ଏହି ଅଜପାକୁ ଧ୍ୟାନ କରିବା ହିଁ ଅଜପା ଜପ କୁହାଯାଏ । #ajapaa japa #ଅଜପା ଜପ #atmagyan #anantasambhabana #yoga #bhagabatatungi #munisamaj #brahma #odiaprabachana #odiacomedy #odiasong #odishanews thanks for watching, saprem jayjeeb Mahashaya 🌷🙏🙏🙏

Comment