ମହାପୁରୁଷ ବିଦ୍ୟାରେ ଉଲ୍ଲେଖ ଅଛି, ନୀଳାଚଳେନ ମହତାଂ ମଧ୍ୟସ୍ତେନ ବିରାଜିତମ୍, ଏକସ୍ତନ ମିବା ପୃଥ୍ବୀ ସୁଦୂରାତ ପରିଭାବିତମ୍ । ପୁରୀର ନାମକରଣକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ କାହାଣୀ । ଅନର୍ଘ ରାଘବ ନାଟକରେ ପୁରୁଷୋତ୍ତମ କ୍ଷେତ୍ରର ଅବତାରଣା କରାଯାଇଛି । ପୁରୀକୁ କାହିଁକି ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଦନ୍ତପୁରର କୁହାଯାଏ ?
Where The Name Puri Came From, What Is The Meaning Of Shreekhetra, Episode-4