ସେଦିନ ଥାଏ ସମୟ ସକାଳ 10.45 । ମାର୍ଚ୍ଚ 23- 20220 । ବିଧାନସଭା ଚାଲିଥାଏ । ସେତେବେଳେର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କୁହନ୍ତି, ମୁଖ୍ୟମନ୍ତ୍ରୀ ତୁମ ସହ କଥା ହେବାକୁ ଚାହୁଁଛନ୍ତି । ରାଜ୍ୟ ବିଧାନସଭାର ଆସେମ୍ବ୍ଲି ଚାମ୍ବରରେ ବସିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଭିକେ ପାଣ୍ଡିଆନ୍ । ପ୍ରଦୀପ ପହଁଚି, ନମସ୍କାର କରନ୍ତି ଏବଂ ପାଖରେ ବସନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରନ୍ତି, ପ୍ରଦୀପ ତୁମେ ବିଧାନସଭାରେ ସରକାର ବିରୋଧରେ ପ୍ରଶ୍ନ ପଚାରୁଛ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#Odisha #OdishaReporter #bjd #Bhubaneswar #Ganjam #VKPandian #PradeepPanigrahi