ଆମର ବାଗିର ଟୁକେଲ ଜନେ ସମ୍ଭଲଉଛନ୍ ସୁବର୍ଣ୍ଣପୁର ଜିଲ୍ଲାକେ । ଜିଲ୍ଲାର ମୁଖିଆ ହିସାବେ ସବୁଆଡୁ ଜିଲ୍ଲାକେ ଆଗକେ ନେଇକରି ଯାଉଛନ୍ । ସେଟା ସୁବର୍ଣ୍ଣପୁର ଜିଲ୍ଲାର କଲା ସଂସ୍କୃତିର କଥା ହେଉ, ବୁନାକାର ମାନକଁର୍ କଥା ହେଉ , ଚାଷ ଆର୍ ଚାଷୀର ପ୍ରସଙ୍ଗ ହେଉ କି ଯେହେତୁ ନିଜେ ଜନେ ଟୁକେଲ , ଟୁକେଲ ମାନକୁଁ ନେଇକରି ହେଉ କାଣା କହୁଛନ୍ ସୁବର୍ଣ୍ଣପୁର ଜିଲ୍ଳାପାଲ ଅବୋଲି ସୁନୀଲ ନରୱେଣେ କାଣା କହୁଛନ୍ ।
For more such updates, please Like, Comment and Share our videos and Subscribe to our YouTube channel.
Contacts:-
Mail- pahara24x7@gmail.com
Facebook- https://www.facebook.com/Paharaa24x7/
Instagram- https://www.instagram.com/Paharaa24x7/
Twitter- https://twitter.com/Paharaa24x7
Whatsapp- 7205661076
Website- https://www.paharaa.com/
Thanks & Regards
www.Paharaa.com
#Subarnapur #DM #UPSC #Paharaa #Odisha