କାହିଁକି ହେଲା ବିଭ୍ରାଟ…କେଉଁଠି ଭୁଲ, କିଏ ଦାୟୀ ? ବାରବାଟୀ ବିଦ୍ୟୁତ ବିଭ୍ରାଟ ପରେ ପୋଷ୍ଟମର୍ଟମ ଆରମ୍ଭ |
#nandighoshatv
ବାରବାଟୀ ବିଦ୍ୟୁତ ବିଭ୍ରାଟ ପରେ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ମ୍ୟାଚ ପୂର୍ବରୁ ବାରମ୍ବାର ବାରବାଟୀ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା କରିଥିଲେ । ହେଲେ ବିଭ୍ରାଟ ହେବା ପରେ ଓସିଏକୁ ଦାୟୀ କରି କାରଣ ଦର୍ଶାଅ ନୋଟିସ ଜାରି କରି କି ବାର୍ତ୍ତା ଦେବାକୁ କ୍ରୀଡ଼ା ମନ୍ତ୍ରୀ ଚାହୁଁଛନ୍ତି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
YouTube: https://www.youtube.com/c/NandighoshaTV
Facebook: https://www.facebook.com/NandighoshaTV
Twitter: https://twitter.com/NandighoshaTV
Instagram: https://www.instagram.com/nandighoshatv/
*Nandighosha TV Is Available On Following DTH Channels*
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219