#family#fights#familycase#propertycase#odia#odisha#iskonbhubaneswar#odiafamily#land case#familyfights
ଭାଇ-ଭାଇ ମଧ୍ୟରେ ଝଗଡ଼ା ହବାର କାରଣ ହେଉଛି ଆମର ବୃତ୍ତି(ଲୋଭ,ହିଂସା,କାମନା) ପାଇଁ। ଏହି ସବୁ ବୃତ୍ତି ଆମେ ଜନ୍ମ ହେବା କ୍ଷଣି ହିଁ ଆମ ଭିତରେ ଆସିଯାଉଛି। ଆଉ ଏହିସବୁ ବୃତ୍ତିକୁ ଆତ୍ମଜ୍ଞାନ ଦ୍ଵାରା ବୁଝି ପାରିବା। ବୃତ୍ତିକୁ ବୁଝିଲେ ହିଁ ତାର ସମାଧାନ ମିଳିବ ନ ହେଲେ ବିବାଦ/ଝଗଡ଼ା ଲାଗିରହିବ। ଆଉ ଏହି ଭିଡିଓ ମାଧ୍ୟମରେ ତାକୁ ବୁଝିବାକୁ ଚେଷ୍ଟା କରିବା।