#joblife#competitiveexams#govtjobs govtjobpreparation#job #partycelebration#chickencurry#muttoncurry#fooditems#partyfood#newyearcelebration##happynewyear
ଆମେ ଦୁଃଖରେ ଅଛୁ, ଦୁଃଖକୁ ଲୁଚେଇବା ପାଇଁ party କରୁଛୁ। କିନ୍ତୁ ଦୁଃଖ ସରୁନି। party ସରିବା କ୍ଷଣି ଦୁଃଖ ବି ଆଉ ଥରେ ବଡ ଦୁଃଖ ହେଇକି ଆସୁଛି। ପୁଣି party କରୁଛୁ କିନ୍ତୁ ଦୁଃଖ ସରୁନି। ଦୁଃଖ ବଢି ବଢି ଚାଲିଛି। ତ ଦୁଃଖ party କିମ୍ବା celebration ରେ ହଟିବନି,ଦୁଃଖକୁ ବୁଝିବାକୁ ହବ ଆଉ ତାହା ଏହି ଭିଡିଓ ମାଧ୍ୟମରେ ବୁଝିବା।