MENU

Fun & Interesting

ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ କାକଭୁଶୁଣ୍ଡି ଗାଥା | Bhitiri Katha 110 | Narayan Mishra | Odisha 365

ODISHA 365 9,639 lượt xem 1 year ago
Video Not Working? Fix It Now

ଭକ୍ତ ଶ୍ରେଷ୍ଠ କାକଭୁଶୁଣ୍ଡି ଗାଥା








----------------
ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
ସରଳ ଉପାୟ ପାଇ ପାରିବେ |

ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
ଜୟ ଜଗନ୍ନାଥ


----------
Narayan Mishra
Bhitiri Katha
Odisha 365

Comment