MENU

Fun & Interesting

ଦେଖନ୍ତୁ ୩୦ ଲିଟର କ୍ଷୀର ଦେଉଥିବା ଗାଈ || How to Identify a high breed cow? @EfarmingOdisha

E- farming Odisha 12,986 lượt xem 1 month ago
Video Not Working? Fix It Now

In this video we have talked about a dairy farm where high breed cows are rearing. This video we discussed how we can identify an advanced breed of cow. this video you will see that a cow can give up to 30 liters of milk and it also talks about its diet and how it is rearing. Before starting a cow farm, you must watch this video.

ଏହି ଭିଡ଼ିରେ ଆମେ ଏକ ଗାଈ ଫାର୍ମ ବିଷୟରେ ଆଲୋଚନା କରିଛୁ ଯେଉଁଠାରେ ଅଧିକ ପରିମାଣର କ୍ଷୀର ଦେଉଥିବା ଗାଈ ପ୍ରଜାତିର ପାଳନ ହେଉଛି | ଏହି ଭିଡ଼ିଓରେ ଆମେ କିପରି ଗାଈଟି ଉନ୍ନତ ପ୍ରଜାତିର ବୋଲି ଚିହ୍ନଟ କରିପାରିବା ସେ ବିଷୟରେ ଆଲୋଚନା କରିଥିଲୁ | ଏହି ଭିଡ଼ିଓରେ ଆମେ ୩୦ ଲିଟର କ୍ଷୀର ଦେଉଥିବା ଏକ ଗାଈକୁ ଦେଖେଇଚୁ ଏବଂ ଏହାର ଖାଦ୍ୟ ଏବଂ ଏହାର କିପରି ଯତ୍ନ ନିଆ ହେଉଛି ସେ ବିଷୟରେ ମଧ୍ୟ ଆଲୋଚନା କରିଛୁ । ଗାଈ ଫାର୍ମ ଆରମ୍ଭ କରିବା ପୂର୍ବରୁ ଆପଣ ଏହି ଭିଡ଼ିଓ ଟିକୁ ଦେଖିବା ନିହାତି ଜରୁରୀ ଅଟେ ।
#efarmingodisha #dairyfarm #cowfarm #odisha
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈

ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........

Comment