କଳ୍ପବଟ ବୃକ୍ଷ କାହାଣୀ Kalpabata Brukhya Kahani by Charana Ram Das1080P HD VIDEO
‘କଳ୍ପବଟ କାହାଣୀ’
ଅଥର୍ବ ବେଦରେ କୁହାଯାଇଚି ‘କଳ୍ପବଟ’ ଏକ ଦୈବିକ ବୃକ୍ଷ l ଯେତେବେଳେ ମହାପ୍ରଳୟ ହେଲା, ସମୁଦ୍ର ମନ୍ଥନ ହେଲା , ସେତିକି ବେଳେ କଳ୍ପବଟ ସମୁଦ୍ର ମନ୍ଥନର ଆବିର୍ଭାବ ହେଇଥିଲେ l
କଳ୍ପବଟ ଏକ ଅପୁର୍ବ ବୃକ୍ଷ l କଳ୍ପ ଅର୍ଥ ସମୟ ବା କାଳ l ଏ କଳ୍ପବଟର କାଳ ନାହିଁ l ଯାହାର କାଳ କ୍ଷୟ ହେଇ ଆସେ ସେ ଆସି କଳ୍ପବଟ ମୂଳରେ ଧ୍ୟାନ, ଧାରଣା ଉପାସନା କରେ l କଳ୍ପବଟରେ ଗୋଡି ବାନ୍ଧିଲେ ସକଳ ମନସ୍କାମନ ପୁର୍ଣ୍ଣ ହୁଏ ବୋଲି ମଧ୍ୟ ସମସ୍ତେ ଜାଣନ୍ତି l