MENU

Fun & Interesting

Lunch ରେ ହେଲା ପଖାଳ ସହ ଶୁଖୁଆ ମାଡ🤤 | ଭାଇ ଭଉଣୀ ଗଲୁ market ବୁଲି 😍 #vlog - 16

Mr. 350 rider 682 lượt xem 1 week ago
Video Not Working? Fix It Now

ଆଜିର ଏହି ଭ୍ଲଗ୍‌ରେ ଆମେ ଭାଇ ଭଉଣୀ ମଜେଦାର ମୋମେଣ୍ଟ ଶେୟର୍ କରିଛୁ । ଦିନଟି ଆମର ଖୁବ ମଜେଦାର ହେଇଥିଲା । ଲଞ୍ଚ୍‌ରେ ଆମେ ପଖାଳ, ସୁଖୁଆ, ଓ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟ ବନେଇ ଖାଇଲୁ । ଏହି ସମୟଟି ଖୁବ ଆନନ୍ଦମୟ ହେଇଥିଲା ଏବଂ ଖାଦ୍ୟ ମଧ୍ୟ ଅତି ମଜେଦାର ଲାଗିଲା । ତାପରେ ସନ୍ଧ୍ୟାବେଳେ ଆମେ ମାର୍କେଟ୍‌ ବାହାରିଲୁ, ଜିନିଷ କିଛି କିଣା କିନି କରିବା ପାଇଁ । ମାର୍କେଟ୍‌ ଘୁରି ନିଜ ନିଜ ପସନ୍ଦର ଜିନିଷ କିଣିଲୁ, ଏବଂ ଏଥିରେ ମଧ୍ୟ ଅନନ୍ଦ ଅନୁଭବ କଲୁ । ଏମିତି ଆମର ଦିନଟି ଖୁବ ଉତ୍ସାହପୂର୍ଣ୍ଣ ଏବଂ ମଜେଦାର ରହିଲା!

Interested in business, advertising, or collaboration opportunities? Let's connect! Reach out at sonusambit8@gmail.com

#odiavlog #odiatoka #sonuvlogs #maajhiahandisala #odiapua #bhubaneshwarstreetfood #cuttackfoodblogger #marketbuilding #bhubaneswar #friends #familyvlog #pakhala #shopping #marketing #explore #odiadailyvlogger #dailyvlog #india

Comment