କାଲି ଥିଲା ଆଗି ପୂର୍ଣ୍ଣିମା, ତେଣୁ ମୁଁ ମୋ ଦର୍ଶକମାନଙ୍କୁ ଶୁଭେଚ୍ଛା ଜଣାଇ ଦିନଟି ଆରମ୍ଭ କଲି। ନୀଳାଦ୍ରି ବିହାର ରେ ଥିବା ସାଇ ମନ୍ଦିର ଦର୍ଶନ କରି ପ୍ରସାଦ ସେବନ କଲି। ତାପରେ ହାର୍ଲେ ଡେଭିଡସନ୍ ଶୋରୁମ୍ ଗଲି ଏବଂ ନୂଆ ବାଇକ୍ ବୁକିଂ କଲି! ଖୁସିରେ ପହିଲି ରସଗୋଲା ଖାଇଲି, ତାପରେ ଡେକାଥଲନ୍ ରେ ଘୁରିଲି, ସଙ୍ଗ ସାଥୀଙ୍କ ସହିତ ମଜା ମସ୍ତି କରି ଘରକୁ ଫେରିଲି। ଦିନଟି ଏକଦମ ଖାସ ଥିଲା! ପୁରା ଭ୍ଲଗ୍ ଦେଖିବାକୁ ଚ୍ୟାନେଲ୍ କୁ ସବସ୍କ୍ରାଇବ୍ କରନ୍ତୁ!
Interested in business, advertising, or collaboration opportunities? Let's connect! Reach out at sonusambit8@gmail.com
#odiavlog #odiapua #odiatoka #dailyvlog #bhubaneswarvlog #foodchallenge #bhubaneswarfood #templeprasad #saimandir #harleydavidson #pahala #rasagolla #decathlon #viralvideo #trending #friends #familyvlog #odisha #india