MENU

Fun & Interesting

ଆସନ୍ତୁ ନବା ଦେଓମାଳି ରୁ sunrise ର ମଜା 😍 | Night Camping with friends ⛺️ #vlog - 13

Mr. 350 rider 315 lượt xem 3 weeks ago
Video Not Working? Fix It Now

📍Day 4 Vlog – କୋରାପୁଟ ଭ୍ରମଣ

ଏହି ଦିନଟି ମୋ ଓ ମୋ ସଙ୍ଗୀମାନଙ୍କ ପାଇଁ ଏକ ଅଦ୍ଭୁତ ଅନୁଭବ ରହିଛି। ଆମେ ପ୍ରଥମେ କୋରାପୁଟର ବିଭିନ୍ନ ସୁନ୍ଦର ଜାଗା ଘୁରିଲୁ ଏବଂ ପୁଟ୍ସିଲ୍ ରେ ରାତି ଶିବିର କରିବାକୁ ଯୋଜନା କଲୁ। ରାତିରେ ଆମେ ମିଶି ମଜା ମସ୍ତି ସହ ସୁସ୍ୱାଦୁ ଖାଦ୍ୟ ବନାଇଲୁ – ଚିକେନ୍ ପତ୍ରପୋଡା, ଛତୁ ପକୋଡା ଏବଂ ଅନ୍ୟାନ୍ୟ ସ୍ଥାନୀୟ ବ୍ୟଞ୍ଜନ।

ଖାଇ ସାରି, ଆମେ ସଙ୍ଗମାନେ କୋରାପୁଟର ପ୍ରସିଦ୍ଧ ଦେହେମ୍ସା ନାଚ ନାଚିଲୁ। ସଂଗୀତ ଏବଂ ନାଚର ମଧ୍ୟରେ ଏକ ଅନନ୍ୟ ଆନନ୍ଦ ଅନୁଭବ କଲୁ। ଏହି ଅଭିଜ୍ଞତା ଆମ ସମସ୍ତଙ୍କ ପାଇଁ ଏକ ସ୍ମୃତିରେ ପରିଣତ ହେଇ ରହିଯାଇଛି।

ସକାଳେ ଉଠି, ଆମେ ଓଡିଶାର ସବୁଠାରୁ ଉଚ୍ଚ ପର୍ବତ ଦେଓମାଳି ହିଲ୍ ଯାଇ ସୂର୍ଯ୍ୟୋଦୟ ଦେଖିଲୁ। ସୂର୍ଯ୍ୟର ଉଠିବା ସମୟରେ ପାହାଡ଼ ଗୋଟେ ସୁନ୍ଦର ଗୋଲାପୀ ରଙ୍ଗ ଧରିଥାଏ, ଯାହା ଦେଖି ମନ ଏକ ଅଦ୍ଭୁତ ଶାନ୍ତିରେ ଭରିଯାଇଥାଏ। ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଏକ ଅମୃତ ଅନୁଭବ ରହିଲା।

#koraput #koraputdistrict #odishaturism #naturelovers #dhemsadancekoraputia #tribalculture #deomali #highestpeak #sunriseview #camping #travelwithfriends #foodlover #adventuretime #scenicviews #tribaldancevideos #deomali #camping #exploreodisha #wanderlust #travelvlog #triptokoraput #trip #happymoments #wildlife #peacefuldestinations #mountains #odishaturism #sunrise #trekking #unseenodisha #odiatoka #odiapuavlog #sonuvlogs #bhubaneswar #cuttackvlogs #bhubaneswarvlog #mastiwithfriend #travelgoals #naturephotography #koraput #odisha #india

Music:

Hope by Wanheda https://soundcloud.com/user-724527508
Creative Commons — Attribution 3.0 Unported — CC BY 3.0
Free Download / Stream: https://audiolibrary.com.co/wanheda/hope
Music promoted by Audio Library https://youtu.be/LeMlSWEoFSU

Comment