MENU

Fun & Interesting

Mukti kebala Atmagyana re hi miliba | Introduction of Viveka Chudamani in Odia

Tatwa Muhi 8,424 1 year ago
Video Not Working? Fix It Now

@tatwamuhi3460 ଏହି ଭିଡ଼ିଓ ରେ ଆତ୍ମଜ୍ଞାନହିଁ କିପରି ମୁକ୍ତି ପ୍ରାପ୍ତକରିବାରେ ସାହାଯ୍ୟାହୁଏ ବର୍ଣନା କରାଯାଇଛି | ଭକ୍ତିଯୋଗ , କର୍ମଯୋଗ , ଧ୍ୟାନଯୋଗୋ କିପରି ସମ୍ପୂର୍ଣ ମୁକ୍ତି ଦିଏନାହିଁ ୟହା ବର୍ଣନା କରାଯାଇଛି | ଏ ଭିଡିଓ ଅତି ଗଭୀର ଜ୍ଞାନ | ଏହି ଭିଡ଼ିଓରୁ ଆରମ୍ଭ କରି ଆଗାମୀ ଭିଡ଼ିଓ ରେ ଆମେ Adi Guru Shankaracharya ଙ୍କ ଦ୍ୱାରା ଲିଖିତ Viveka Chudamani କୁ ଚର୍ଚା ହୋଇ ବୁଝିବା #tatwamuhi #bhagvadgita #odiagita #atmagyan #odiaspirituality #odiabrahmagyana #odiabhakti #odiasatsang #atmagyan #gita #adhyay2sloka45 other Media :- ▶ https://www.facebook.com/TatwaMuhi/ ▶ https://mobile.twitter.com/compose/twee ▶ [email protected] ▶ https://www.instagram.com/meindrashta/ ▶ Music credit to: YouTube music Library ▶ Background videos: Pixabay.com

Comment