MENU

Fun & Interesting

ଭୟଙ୍କର ଦୁର୍ଘଟଣା, ଭାଇ ଚାଲିଗଲା, ଭଉଣୀ ଅବସ୍ଥା ଖରାପ | Odisha Reporter

Odisha Reporter 47,375 lượt xem 1 day ago
Video Not Working? Fix It Now

କଟକ ନୂଆବଜାର ଗୋଶାଳା ଓଭର ବ୍ରିଜରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାଇର ମୃତ୍ୟୁ ହୋଇଥିବା ବେଳେ ଭଉଣୀ ଗୁରୁତର ଅବସ୍ଥାରେ ଏସସିବି ମେଡିକଲରେ ଭର୍ତ୍ତି । ସ୍କୁଟି ଗାଡିରେ ଢେଙ୍କାନାଳର ଭାଇ ଭଉଣୀ ଆସୁଥିବା ସମୟରେ ହାଇୱା ଧକ୍କା ଦେଇଛି । ଦୁର୍ଘଟଣାକୁ ନେଇ ପ୍ରତ୍ୟକ୍ଷଦର୍ଶୀ କଣ କହୁଛନ୍ତି ଶୁଣନ୍ତୁ...
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#odishareporter #OdishaReporter #cuttack #accident #brothersisiter

Comment