MENU

Fun & Interesting

ଉପୁରି ଟଙ୍କାରେ ଜାଗା, ଗିଫ୍ଟରେ ସୁନା ! | Odisha Reporter

Odisha Reporter 5,517 lượt xem 21 hours ago
Video Not Working? Fix It Now

କଟକ STA ଡେପୁଟି କମିଶନରଙ୍କ ଘରେ ପଶି ଘାଣ୍ଟୁଛି ଭିଜିଲାନ୍ସ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରୁ ମିଳିଲାଣି ପୁଳାପୁଳା ସମ୍ପତ୍ତି। ଆଖି ଖୋସି ହେବା ଭଳି ସୁନା, ଗହଣା, ଟଙ୍କା ଆଦି ଜିନିଷ ରେଡ୍ ବେଳେ ମିଳିଛି। ମୈତ୍ରୀ ବିହାର ଘରେ ବିପୁଳ ପରିମାଣର ସୁନା ଅଳଙ୍କାର ଓ ବିଡ଼ା ବିଡ଼ା ଟଙ୍କା ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍।


Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #Vigilanceteam #Odisha #news #update #odishareporter

Comment