MENU

Fun & Interesting

ବନ୍ଦ ହେଉଛି ଘୁଷୁରି ଫାର୍ମ କିନ୍ତୁ କାହିଁକି || Pig farms are closing down, but why? @EfarmingOdisha

E- farming Odisha 8,684 lượt xem 1 month ago
Video Not Working? Fix It Now

In this video we have talked to a pig farmer. who has been farming pigs for 5 years. It has been discussed as to why all the new pig farms that are being started in Odisha are shutting down within a few days. It also talks about how a new farmer should manage the farm. For more information about pig farming, watch this video from beginning to end.

ଆଜିର ଭିଡ଼ିଓରେ ଆମେ ଘୁଷୁରୀ ପାଳନ କରୁଥିବା ଜଣେ ଚାଷୀ ଭାଇଙ୍କ ସହ କଥା ହୋଇଛୁ | ଯିଏକି ଦୀର୍ଘ ୫ ବର୍ଷ ଧରି ଘୁଷୁରୀ ପାଳନ କରି ଆସୁଛନ୍ତି | ଓଡ଼ିଶାରେ ଆରମ୍ଭ ହେଉଥିବା ନୂଆ ଘୁଷୁରୀ ଫାର୍ମ ଗୁଡ଼ିକ କାହିଁକି ବନ୍ଦ ହେଇ ଯାଉଛି ସେନେଇ ଚାଷୀ ଭାଇ ଜଣକ ଆଲୋଚନା କରିଛନ୍ତି । ଜଣେ ନୂତନ ଚାଷୀ କିପରି ଘୁଷୁରୀ ଫାର୍ମ ପରିଚାଳନା କରିବେ ସେ ବିଷୟରେ ମଧ୍ୟ ଚାଷୀ ଭାଇ ଆଲୋଚନା କରିଛନ୍ତି । ଘୁଷୁରୀ ଚାଷ ବିଷୟରେ ଅଧିକ ସୂଚନା ପାଇଁ ଏହି ଭିଡ଼ିଓ ଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
#efarmingodisha #agriculture #pigfarmvideo #pigfarming
-----------------------------------------------------------------------------

Litan Behera - +91 99388 51285
-----------------------------------------------------------------------------
👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈

ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........

Comment