MENU

Fun & Interesting

ଓଡ଼ିଶାର ପ୍ରଥମ ଦୁଇ ମହଲା ଘୁଷୁରି ଫାର୍ମ || Odisha's first double floor pig farm. @EfarmingOdisha

E- farming Odisha 10,739 lượt xem 3 months ago
Video Not Working? Fix It Now

In this video we have talked to a pig farmer who has been rearing pigs for many years. Currently, there are more than 500 pigs on his farm, which he takes care of himself. He says that there is no marketing problem in pig farming, people come from outside to buy pigs. For more information on pig farming, watch the video.


ଏହି ଭିଡ଼ିଓରେ ଆମେ ଘୁଷୁରୀ ପାଳନ କରୁଥିବା ଚାଷୀ ଭାଇଙ୍କ ସହ କଥା ହୋଇଛୁ ଯିଏ ଦୀର୍ଘ ବର୍ଷ ଧରି ଘୁଷୁରୀ ପାଳନ କରୁଛନ୍ତି । ବର୍ତ୍ତମାନ ତାଙ୍କ ଫାର୍ମରେ ୫୦୦ ରୁ ଅଧିକ ଘୁଷୁରୀ ଅଛନ୍ତି । ଯାହାର ଯତ୍ନ ସେ ନିଅନ୍ତି | ସେ କହିଛନ୍ତି ଯେ ଘୁଷୁରୀ ଚାଷରେ କୌଣସି ମାର୍କେଟିଂ ସମସ୍ୟା ନାହିଁ ଲୋକମାନେ ଘୁଷୁରୀ କିଣିବା ପାଇଁ ବାହାର ରାଜ୍ୟରୁ ଆସନ୍ତି । ଘୁଷୁରୀ ଚାଷ ବିଷୟରେ ଅଧିକ ସୂଚନା ପାଇଁ ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ |
#efarmingodisha #pig #pigfarmvideo #odisha #farm
-----------------------------------------------------------------------------

ଚାଷୀ ଭାଇଙ୍କ ନମ୍ବର - 9438027058
-----------------------------------------------------------------------------
👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈

ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........

Comment