MENU

Fun & Interesting

ଛାତ୍ର ଛାତ୍ରୀଙ୍କ କମାଲ, ଛତୁ ମଞ୍ଜି କଲେ ଶସ୍ତା || The students' amazing work. @EfarmingOdisha

E- farming Odisha 2,804 lượt xem 3 weeks ago
Video Not Working? Fix It Now

In this video we have discussed with the students of Siksha 'O' Anusandhan University. Students say that they have a lot of planning to make the farmers Help. Currently, these students are preparing mushroom seeds and cultivating them, they are making various products from the mushrooms produced. This student is very eager to educate the farmers about how all these products are made.

ଏହି ଭିଡ଼ିଓରେ ଶିକ୍ଷା ଓ ଅନୁସନ୍ଧାନ କୃଷି ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛୁ । ଛାତ୍ର ଛାତ୍ରୀ ମାନେ କହିଛନ୍ତି ଯେ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କର ଅନେକ ଗୁଡ଼ିଏ ଯୋଜନା ଅଛି | ସମ୍ପ୍ରତି, ଏହି ଛାତ୍ର ଛାତ୍ରୀ ମାନେ ଛତୁ ମଞ୍ଜି ପ୍ରସ୍ତୁତ କରୁଛନ୍ତି ଏବଂ ସେଗୁଡିକ ଚାଷ କରୁଛନ୍ତି ସେମାନେ ଉତ୍ପାଦିତ ଛତୁ ଗୁଡ଼ିକରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି | ଛାତ୍ର ଛାତ୍ରୀ ମାନେ କିପରି ଏହି ସମସ୍ତ ଉତ୍ପାଦଗୁଡିକ ତିଆରି ହୁଏ ସେ ବିଷୟରେ କୃଷକ ମାନଙ୍କୁ ଶିକ୍ଷା ଦେବା ପାଇଁ ବହୁତ ଆଗ୍ରହୀ ଅଟନ୍ତି |
#efarmingodisha #mushroom #frming #odisha
-----------------------------------------------------------------------------
-----------------------------------------------------------------------------
👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈

ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........

Comment