MENU

Fun & Interesting

Subham Lipu

Subham Lipu

ମୁଁ ଶୁଭମ ବେହେରା | ଓଡ଼ିଆ କବିତା ଏବଂ ଓଡ଼ିଆ ଶାଏରୀ whatsapp status ପାଇଁ ମୁଁ youtube channel ଖୋଲିଅଛି | ଆପଣମାନେ ଏହି ଭଳି vedio ପାଇବା ପାଇଁ ଇଚ୍ଛୁକ ଅଛନ୍ତି ତେବେ ମୋର channel କୁ ଆଶୀର୍ବାଦ ସ୍ୱରୂପ subscribe କରି ଆଗକୁ ବଢିବା ପାଇଁ ପ୍ରୋତ୍ସାହ କରନ୍ତୁ |🙏

ଜାତିର ପିତା ବାପୁ
କମେଡିର କିଙ୍ଗ ପପୁ
ମାନବ ଦେହେ ଷଡ଼ରିପୁ
ସଦା ହରିନାମକୁ ଯପୁ
ସାହିତ୍ୟ ସମୁଦ୍ର ହେଲେ
ତନମଧ୍ୟେ ମୁଁ ଏକ ଛୋଟ ଟାପୁ
ପ୍ରେତ୍ୟକ ଓଡ଼ିଶାବାସୀଙ୍କ ଠାରୁ
ଅନାବିଳ ପ୍ରେମ, ସ୍ନେହ, ଶ୍ରଦ୍ଧା ଆଶୀର୍ବାଦକୁ
ସାଉଁଟିବା ପାଇଁ ଖୋଲିଅଛି ମୁଁ ଏହି ଚ୍ୟାନେଲ
ଯାହାର ନାଁ;

ଶୁଭମ ଲିପୁ....✍️