MENU

Fun & Interesting

Parents and Child Goal

Parents and Child Goal

ସମସ୍ତଙ୍କୁ ମୋର ନମସ୍କାର🙏-
I'm Saraswati Mallick.
Just keep a smile on your face when you are reading my bio,
ଆଜି ମୁଁ ସେହିମାନଙ୍କ ହାତ ଧରିବି ଯେଉଁମାନେ ବହି ପଢିବାକୁ ଭୟ କରନ୍ତି।Parents & child goal ହେଉଛି ଏକ ଏମିତି channel ଯାହା ବହିରେ ରଖାଯାଇଥିବା ଜ୍ଞାନକୁ ଲୋକ ସଂଗ୍ରହ କରିବାକୁ ତ ଚାହାଁନ୍ତି,କିନ୍ତୁ ଟଙ୍କା ଅଭାବରୁ କିମ୍ବା ଅନ୍ୟ କୌଣସି କାରଣରୁ ସେମାନେ ସେଗୁଡିକ ଶିଖିବାରେ ସକ୍ଷମ ହୋଇପାରନ୍ତି ନାହିଁ।
ମୁଁ ଏହି channelକୁ ପ୍ରତ୍ୟେକ ପରିବାରରେ ବାସ କରୁଥିବା ବାପା,ମାଆ,ଛୋଟ ଏବଂ ବଡ଼ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ତିଆରି କରିଛି ।
ଆପଣମାନଙ୍କ ମଧ୍ଯରୁ କେତେଜଣଙ୍କ ମନରେ ମଧ୍ଯ ଆସିଥିବ ମୁଁ ଟିକେ ସମସ୍ତଙ୍କ ସହ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରନ୍ତିକି?ଆପଣମାନଙ୍କର ସବୁ ଆଶାକୁ ତୁମର ଏ ଝିଅ ସାକାର କରିବ।ବାସ୍ ଖାଲି ଆପଣମାନଙ୍କ ଭଲପାଇବା ଦରକାର ଆପଣମାନଙ୍କଠାରେ ମୋର ଅନୁରୋଧ ଏୟା କି ଆପଣ ଆପଣଙ୍କର ଭଲପାଇବା ମୋ ଉପରେ ଏହିଭଳି ରଖିଥାନ୍ତୁ ଆଉ ମୋତେ ସାହାଯ୍ୟ କରନ୍ତୁ ସେହି ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଯେଉଁମାନେ ସାହାଯ୍ୟର ଆଶା ରଖିଛନ୍ତି।
-Spoken English
-Grammar
-Application/Letter
-Eng related every topics
(Learn free of cost)
Please support &subscribe
Tq🙏
For business queries:-mallicksaraswati06@gmail.com