MENU

Fun & Interesting

BBF Tv Odia

BBF Tv Odia

"BBF TV ODIA" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଭରା ୟୁଟ୍ୟୁବ ଚ୍ୟାନେଲ ।

ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ପୁରୀରୁ ଦେଖନ୍ତୁ : ନୂଆ ନୂଆ ଭଜନ, ଆଧୁନିକ, ଯାତ୍ରା, ପାଲା, ଦାସକାଠିଆ, ଗୀତିନାଟ୍ୟ, ରାଶିଫଳ, ମାଳିକା ବାଣୀ, ପ୍ରବଚନ ଏବଂ ଭୋର 5ଟୋ ରୁ ଶ୍ରୀ ପତିତପାବନଙ୍କ ମଙ୍ଗଳ ଆଳତୀ LIVE ଦର୍ଶନ ସଂଧ୍ୟା 5ଟୋ ରୁ ପତାକାଲାଗି LIVE ଦର୍ଶନ ଏବଂ ବର୍ଷ ତମାମ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାର ସିଧା ପ୍ରସାରଣ ।

ଭିକାରୀ ବଳ ଅଫିସିଆଲ୍ ର ଏହା ଦ୍ଵିତୀୟ ଚାନେଲ । ଭଜନ ସମ୍ରାଟ ଭିକାରୀ ବଳଙ୍କ ନିଜସ୍ଵ ୟୁଟ୍ୟୁବ ଚ୍ୟାନେଲ୍। ଅଶୋକ ବଳଙ୍କ ନେତୃତ୍ବରେ ଏହି ଚ୍ୟାନଲ ଟି କରାଯାଇଛି ।

Contact - 8946082700 (Mobile)