MENU

Fun & Interesting

jaria kulia spiritual channel

jaria kulia spiritual channel

Sudarshan mallick is a spiritual you tube of odisha (india)

A best collection of spiritual bhjan in this channel which takes on entire another levele of spirituality felling.

We take grate pride in spreading the spirituality among people through our official sudarshan mallick YouTube channel with betest verity of bhjan and spirituality discuss

Sudarshn mallick invites you to find your spiritual journey with please

For business- Enquires-sudarshanmallick9938@mail.come

ଏ ସଂସାରରେ ସମସ୍ତେ ହିଁ ସୁଖ ଚାହାଁନ୍ତି ଓ ତାହାର ଅନୁସନ୍ଧାନ କରନ୍ତି।ଏହାର କାରଣ କ'ଣ ? ସୁଖ ପୁଣି କେଉଁଠି ଥାଏ ? ଯେଉଁଠି ଆନନ୍ଦ ସେହିଠାରେ ହିଁ ତ ସୁଖ ।ତେବେ ଆନନ୍ଦ କେଉଁଠି ? ମୋ ଗୁରୁ ପୂର୍ଣ୍ଣ ପରମ ବ୍ରହ୍ମ ଶ୍ରୀ ଶ୍ରୀ ଶ୍ରୀ କେଶବ ନାରାୟଣ ଆନନ୍ଦ ପ୍ରାପ୍ତିର ସହଜ ସରଳ ଉପାୟ ଏ କଳି ଯୁଗରେ କଣ ବିଶ୍ୱବାସୀଙ୍କୁ ପ୍ରଦାନ କରିଛନ୍ତି ,ତାହା ମୁଁ ଆପଣ ମାନଙ୍କୁ ଆଲୋଚନା କ୍ରମାଙ୍କରେ ଜଣାଇବି ଏବଂ ତାଙ୍କ ଶ୍ରୀଚରଣ ତଳେ ସମର୍ପିତ ଭଜନ ଏହି ଚ୍ୟାନେଲ ମାଧ୍ୟମରେ ଶୁଣି ଭକ୍ତି ,ଭାବ,ଜାଗ୍ରତ ଆପଣମାନଙ୍କ ହୃଦୟରେ ଜାଗରଣ ହେଲେ ମୁଁ ନିଜକୁ କୃତାର୍ଥ ମଣିବି।ଗୁରୁସ୍ୱାମୀ🙏