MENU

Fun & Interesting

ପୁଅ ଶୋଉଛି କୋଠାଘରେ, ବାପା ପଡିଛି ରାସ୍ତା କଡରେ | Emotional Story Of a Old Man | Helpless Father | OR

Odisha Reporter 198,060 lượt xem 10 months ago
Video Not Working? Fix It Now

ମୁଣ୍ଡ ଉପରେ ଓଭର ବ୍ରିଜ ଭୁଷୁଡି ପଡିବା ଭଳି ଛାତ, ବାହାରେ 45 ଡିଗ୍ରୀ ଖରାର ଝାଞ୍ଜି ପବନ। ରାତି କଥା ନକହିବା ଭଲ, ସଞ୍ଜ ନଇଁଲେ ଏଠି ଛାତି ଥରେ। ନିର୍ଜନ ରାତିରେ ରାସ୍ତା କଡରେ ବିତୁଛି ଜୀବନ। ଦେହରେ ରାସ୍ତା ଧୂଳିର ଏକ ଆବରଣ ବି ବସିଯାଇଛି। କଟକରୁ ବିଳମ୍ବିତ ରାତିରେ ଭୁବନେଶ୍ୱର ଫେରିବା ବେଳେ ଗୋପାଳପୁର ଓଭରବ୍ରିଜ ତଳେ ଏମିତି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖି ଆମେ ହଠାତ ଗାଡି ଅଟକାଇଥିଲୁ। ପାଖକୁ ଯାଇ ଏ ଅବସ୍ଥା କାହିଁକି ପଚାରିବା ପରେ ଆମ ଆଖି ଛଳଛଳ ହୋଇଯାଇଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #oldman #Bhubaneswar #Gopalpur #helpless

Comment