MENU

Fun & Interesting

ପ୍ରତିଦିନ ୭୦୦ ଲିଟର କ୍ଷୀର || How to produce 700 liters of milk every day. @EfarmingOdisha

E- farming Odisha 17,886 lượt xem 3 months ago
Video Not Working? Fix It Now

In this video, we talked to a Dairy farmer who has been doing cow rearing for many years. His farm is currently producing 700 liters of milk in a day. He sells all his milk in the local market and the best thing is that he packs the milk in glass bottles. If you want to do cow rearing then you will get to learn many new things in this video.

ଏହି ଭିଡ଼ିରେ ଆମେ ଜଣେ ଗୋପାଳନ କରୁଥିବା ଚାଷୀ ଭାଇଙ୍କ ସହ କଥା ହେଲୁ ଯିଏ ଦୀର୍ଘ ବର୍ଷ ଧରି ଗୋପାଳନ କରି ଆସୁଛନ୍ତି | ତାଙ୍କ ଫାର୍ମରେ ବର୍ତ୍ତମାନ ଦିନରେ ୭୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି | ସେ ତାଙ୍କର ସମସ୍ତ କ୍ଷୀରକୁ ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ଏବଂ ସବୁଠାରୁ ଭଲ କଥା ହେଉଛି ସେ କ୍ଷୀରକୁ କାଚ ବୋତଲରେ ପ୍ୟାକ କରନ୍ତି | ଯଦି ଆପଣ ଗାଈ ପାଳନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଅନେକ ନୂତନ ଜିନିଷ ଜାଣିବାକୁ ପାଇବେ |

#efarmingodisha #dairyfarm #odisha #cowfarm
-----------------------------------------------------------------------------
Farm Location- https://maps.app.goo.gl/LoqEHY2cQuEYbajW8
Matashree Dairy farm - 9776453806
-----------------------------------------------------------------------------
👉 E-farming AgroKart 👈

🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴
WhatsApp- 🪀8895875885, 8260661290

👉 Official Youtube Channel :- https://youtube.com/@efarmingagrokart
👉 Location:- https://maps.app.goo.gl/HEyAwjgdNEHng1hZ6
-----------------------------------------------------------------------------
-----------------------------------------------------------------------------
👉 E-Farming Odisha 👈

ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ ।
WhatsApp- 🪀 8596888646 (Official Use Only)
.......... ଧନ୍ୟବାଦ ..........

Comment