MENU

Fun & Interesting

ପଂଚମୁଖୀ ହନୁମାନ୍ କାହାଣୀ Panchamukhi Hanuman Kahani by Charana Ram Das1080P HD VIDEO | Sidharth TV

Sidharrth TV 582,217 lượt xem 7 years ago
Video Not Working? Fix It Now

ପଂଚମୁଖୀ ହନୁମାନ୍ କାହାଣୀ Panchamukhi Hanuman Kahani by Charana Ram Das1080P HD VIDEO

‘ପଞ୍ଚମୁଖି ହନୁମାନ କାହାଣୀ’
ଶ୍ରୀହନୁମାନ, ଶ୍ରୀମହାବୀର l ସେ ଭକ୍ତ, ସେ ପୁଣି ଭଗବାନ l ପଞ୍ଚମୁଖି ହନୁମାନ, ପ୍ରଭୁ ହନୁମାନଙ୍କର ପାଞ୍ଚଟି ମୁଖଯୁକ୍ତ ରୂପ- ମହୀରାବଣକୁ ବଦ୍ଧ କରି ରାମ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କର ଏଇ ରୂପ- ମହୀରାବଣ ପାଳିତ ପାଞ୍ଚଟି ଭ୍ରମରକୁ ବିନାଶ କରିବା ପାଇଁ ପୁତ୍ର ମକରଧ୍ଵଜଙ୍କର ଉପଦେଶ କ୍ରମେ ଗରୁଡ଼ମୁଖ, ହୟଗ୍ରୀବ,ନୃସିଂହ, ବରାହମୁଖ ଏବଂ ସ୍ବୟଂ ହନୁମାନ ମୁଖଧାରଣ ହିଁ ପଞ୍ଚମୁଖି ହନୁମାନଙ୍କର ପଞ୍ଚମୁଖ l

Comment