ଶିବ ବେକରେ ସାପ,କଣ ସଂକେତ ଦେଉଛି? || କଣ ନାଗ କ୍ଷୀର ପିଏ? || Maha Shivratri || SatyaKiAur ||
#mahadev#shiv#mahashivratri#naag#odia#odisha#satyakiaur
ଶିବ ବେକରେ ସାପ ମାନେ ଶିବ ଡରକୁ ଆମ ଭିତରୁ ବାହାର କରିବାକୁ ବାର୍ତ୍ତା ଦେଉଛନ୍ତି। ଆଉ ସତ୍ୟକୁ ଅପଣାଇବାକୁ କହୁଛନ୍ତି। ନା ନାଗ କ୍ଷୀର ପିଇବାକୁ ପସନ୍ଦ କରେ ନା ନାଗ କେବେ ନାଚେ ନା ନାଗ ମୁଣ୍ଡରେ କୌଣସି ହୀରା ଅଛି,ଏସବୁ totally ମିଥ୍ୟା।