#happiness#happy#satisfaction#khusi#dukha#odiaspiritual#odiabhagabata#odianitibani#odia#odisha#bhubaneswar#satyakiaur
ଦୁଃଖର ସମାଧାନକୁ ଆମେ ସୁଖ ମାନୁଛୁ,actually ରେ ଏହା ସୁଖ ନୁହଁ। ଏହା ହେଉଛି ଦୁଃଖର ସମାଧାନ ମାତ୍ର। ଏହାକୁ ଆମେ ଭୌତିକ ସୁଖ ବୋଲି କହିଥାଉ, ଏହି ସୁଖ କୋଉ ବସ୍ତୁ କିମ୍ବା ବ୍ୟକ୍ତି ଉପରେ ନିର୍ଭର। ଆଉ ଯୋଉ ସୁଖ କାହାଉପରେ ନିର୍ଭର ନୁହଁ, ସେ ଆମ ଭିତରୁ ଆସିବ ତାକୁ ଆତ୍ମିକ ସୁଖ କୁହଯାଏ। ଏହି ଆତ୍ମିକ ସୁଖ ହଉଛି ପ୍ରକୃତ ସୁଖ। ଏହି ସୁଖ ସତ୍ୟ ଦ୍ଵାରା ମିଳିପାରିବ। ଏହି ଭିଡିଓ ଜରିଆରେ ପ୍ରକୃତ ସୁଖ କେମିତି ମିଳିବ ଜାଣିବା।